ଜ୍ଞାନବାପି ମସଜିଦ ପରେ ଏବେ କୁତବ ମିନାର ପାଳି : ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ପାଳି। ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ହିନ୍ଦୁ ଦେବାବେଦୀ ଥିବା ନେଇ ଦାବି କରାଯିବା ପରେ ମସଜିଦର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଭିତରୁ ଶିବଲିଙ୍ଗ ମିିଳିବା ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଏନେଇ ଦାବି ଜୋର ଧରିଥିବା ବେଳେ ଏବେ କୁତବ ମିନାରରେ … Continue reading ଜ୍ଞାନବାପି ମସଜିଦ ପରେ ଏବେ କୁତବ ମିନାର ପାଳି : ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି